The Ultimate Managed Hosting Platform
ADVERTISEMENT

ଗଛକୁ ପିଟିଲା କାର ; ୬ ଗୁରୁତର

Facebook
Twitter
LinkedIn

ନୟାଗଡ : ଗଛକୁ ପିଟିଲା କାର । ନୟାଗଡ ଦଶପଲ୍ଲା ରଙ୍ଗମାଟିଆ ଛକରେ ଗଛକୁ ପିଟିଲା କାର । ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ପ୍ରବଳ କୁହୁଡି ଭିତରେ ଡ୍ରାଇଭର ରାସ୍ତା ଜାଣି ନ ପାରିବାରୁ ଦୁର୍ଘଟଣା ଘଟିଛି ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login