The Ultimate Managed Hosting Platform
ADVERTISEMENT

ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ବୋଲସୋନାରଙ୍କୁ ୨୭ ବର୍ଷ ଜେଲ ଦଣ୍ଡାଦେଶ

Facebook
Twitter
LinkedIn

ବ୍ରାଜିଲ : ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ବୋଲସୋନାରଙ୍କୁ ୨୭ ବର୍ଷ ଜେଲ ଦଣ୍ଡାଦେଶ । ୨୭ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଲେ ବ୍ରାଜିଲ ସୁପ୍ରିମକୋର୍ଟ । ୨୦୨୨ ନିର୍ବାଚନରେ ପରାଜୟ ସତ୍ତ୍ୱେ କ୍ଷମତା ଛାଡିବାକୁ ଚାହୁଁନଥିଲେ । ସାମରିକ ଶକ୍ତି ପ୍ରୟୋଗ କରି କ୍ଷମତା ରଖିବା ଷଡଯନ୍ତ୍ର ମାମଲାରେ ଦୋଷୀ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଦୃଢ ସମର୍ଥକ ବୋଲସୋନାର । ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ଜେଲଦଣ୍ଡ ପରେ ୭୦ ବର୍ଷୀୟ ଜାୟର ଏକ ଛୋଟ ଘରେ ରହିଛନ୍ତି, ଯେଉଁଥିରେ ଏକ ଟିଭି, ମିନି-ଫ୍ରିଜ୍ ଏବଂ ଏୟାର କଣ୍ଡିସନିଂ ଭଳି ମୌଳିକ ସୁବିଧା ରହିଛି। ବ୍ରାଜିଲ ପବ୍ଲିକ ପ୍ରସିକ୍ୟୁଟରମାନେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନରେ ହାରିବା ପରେ କ୍ଷମତା ବଜାୟ ରଖିବା ପାଇଁ ବୋଲସୋନାରୋ- ସୁପ୍ରିମ କୋର୍ଟ ଉପରେ ଆକ୍ରମଣ ଷଡ଼ଯନ୍ତ୍ର କରିଥିଲେ । ରାଷ୍ଟ୍ରପତି ଲୁଲା ଡା ସିଲଭା ଏବଂ ବିଚାରପତି ଡି ମୋରେସଙ୍କ ହତ୍ୟା ଯୋଜନା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login