ଅନୁଗୁଳ : ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ । ୫ ଜଣ ଗୁରୁତର ହୋଇଛନ୍ତି । ଏନେଚ-୫୫ର ଜେରେଙ୍ଗ ଦେହୁରୀସାହି ନିକଟରେ ରାସ୍ତାତଳକୁ ଖସିଲା ବସ । ବସଟି ଅନୁଗୁଳରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଲା । ଗାଡିରେ ୫୦ ଜଣ ଯାତ୍ରୀ ଥିଲେ । ଜରପଡା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।
Views: 41











