The Ultimate Managed Hosting Platform
ADVERTISEMENT

ପୁଅ ବାହା ପାଇଁ ଆସି ବାପା ଶବ ହୋଇଗଲେ

Facebook
Twitter
LinkedIn

ପାଟଣାଗଡ : ପୁଅ ବାହା କରିବାକୁ ବର ଯାତ୍ରୀ ନେଇ ଆସିଥିବା ବାପାଙ୍କର ଚାଲିଗଲା ପ୍ରାଣ । ବେଲପଡା ଥାନା ମଣ୍ଡଳ ଗାଁରେ ବାହାଘର ଶୋଭା ଯାତ୍ରା ବେଳେ ଅଘଟଣ ଘଟିଛି । ବର ବେଶରେ ପୁଅ ବସିଥିବା କାର ବାପା ଉପରେ ମାଡିଯିବାରୁ ଜୀବନ ଗଲା । କନ୍ୟା ପକ୍ଷର ଭାଇ ମଧ୍ୟ କାର ଚକା ତଳେ ଚାପି ହୋଇ ଗୁରୁତର ହୋଇଛନ୍ତି । ଶବ ଗୃହରେ ବାପାଙ୍କ ମର ଶରୀର ଥିବା ବେଳେ ବାହାହୋଇ ଦୁଃଖରେ ଫେରିଲେ ପୁଅ । ମୃତକଙ୍କ ନାଁ ଚୈତନ୍ୟ ବାଗ । ପ୍ରୋସେସନ୍ ଚାଲିଥିବା ବେଳେ ବର ଗାଡ଼ି ଚୈତନ୍ୟଙ୍କୁ ଧକ୍କା ଦେଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login