The Ultimate Managed Hosting Platform
ADVERTISEMENT

ପ୍ରେମ ସଜାଇଲା ବାଇକ ଚୋର

Facebook
Twitter
LinkedIn

ଭୁବନେଶ୍ୱର : ପ୍ରେମ ସଜାଇଲା ବାଇକ ଚୋର । ପ୍ରେମିକା ପାଇଁ ସୁପର ବାଇକ ହେଲା କାଳ । ଗାର୍ଲଫ୍ରେଣ୍ଡ ପାଇଁ ରାଜଧାନୀରେ ବାଇକ ଚୋରି କରି ଫସିଲେ । ଗାର୍ଲଫ୍ରେଣ୍ଡକୁ ବାଇକରେ ବସାଇ ଚମ୍ପଟ ବେଳେ ପିଛା କଲା ପୋଲିସ । ସହର ସାରା ବୁଲାଇ ଆଇଜି ପାର୍କରେ ସମୟ ବିତାଇବା ବେଳେ କାବୁ । ଚୋରି ସୁପର ବାଇକ ଜବତ, ଗାର୍ଲଫ୍ରେଣ୍ଡକୁ ଛାଡି ଅଭିଯୁକ୍ତ ଚୋର ଅଟକ । ପୋଲିସ ଘଟଣାର ଅଧକ ତଦନ୍ତ ଚଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login