The Ultimate Managed Hosting Platform
ADVERTISEMENT

ନାତିର ମୃତ୍ୟୁ ଖବର ଶୁଣି ଜେଜେମାର ଚାଲିଗଲା ଜୀବନ

Facebook
Twitter
LinkedIn

ବଲାଙ୍ଗୀର : ଶ୍ମଶାନରେ ଏକାଠି ଜଳିଲା ଜୁଇ । ସତରେ କେତେ ହୃଦୟବିଦାରକ ଘଟଣା ନୁହେଁ । ନାତିର ମୃତ୍ୟୁ ଘଟଣା ଜେଜେମାଙ୍କୁ ଏତେ ମର୍ମାହତ କଲା ଯେ ସେ ବି ଦୁନିଆ ଛାଡିଦେଲେ । ୧୮ ବର୍ଷୀୟ ନାତିର ମୃତ୍ୟୁ ଖବର ଶୁଣି ଜେଜେମା ଟଳିପଡିଲେ । ସଦର ଥାନା ଆର.ଆର କଲୋନୀରେ ଅଭାବନୀୟ ଘଟଣା ଘଟିଛି । ଶ୍ମଶାନରେ ଏକାଠି ଜଳିଲା ଜେଜେମା ନାତିର ଜୁଇ । ପରିବାର ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login