The Ultimate Managed Hosting Platform
ADVERTISEMENT

ରଥଯାତ୍ରା ଦଳାଚକଟା ; ଏସିଏଫଙ୍କ ବିରୁଦ୍ଧରେ ଆକ୍ସନ

Facebook
Twitter
LinkedIn

ପୁରୀ : ରଥଯାତ୍ରା ଦଳାଚକଟା ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ । ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ ଆରମ୍ଭ । ଦାୟିତ୍ୱରେ ଅବହେଳା ପାଇଁ ପୁରୀ ଏସିଏଫଙ୍କ ବିରୁଦ୍ଧରେ ଆକ୍ସନ । ୩୦ ଦିନ ଭିତରେ ନିଜର ପକ୍ଷ ରଖିବାକୁ ନିଦେ୍ର୍ଦଶ । ଘଟଣା ଦିନ ଏସିଏଫ ଅଶୋକ ବେହେରା କଣ୍ଟ୍ରୋଲ ରୁମ ଦାଇତ୍ୱରେ ଥିଲେ । ଉନ୍ନୟନ କମିଶନର ଅନୁଗର୍ଗଙ୍କ ରିପୋର୍ଟ ପରେ ବିଭାଗୀୟ ଆକ୍ସନ ନିଆଯାଇଛି । ଏହା ସହ ଆଉ ୪ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ । ସହକାରୀ ଜିଲ୍ଲାପାଳ , ଡିଏସଏସଓଙ୍କ ବିରୋଧରେ ଆକ୍ସନ ପାଇଁ ସୁପାରିସ । ୨ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login