The Ultimate Managed Hosting Platform
ADVERTISEMENT

ଚିପ୍ସ ପ୍ୟାକେଟରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ଶିଶୁ ମୃତ

Facebook
Twitter
LinkedIn

ଫୁଲବାଣୀ : ଚିପ୍ସ ପ୍ୟାକେଟରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ଶିଶୁ ମୃତ । ପ୍ଲାଷ୍ଟିକ ଖେଳନା ଗିଳି ୪ ବର୍ଷର ଶିଶୁ ପୁତ୍ରର ଚାଲିଗଲା ଜୀବନ । ବ୍ରାହ୍ମଣୀ ଗାଁ ଥାନା ମୁସୁମାହାପଡାରେ ଅଭାବନୀୟ ଘଟଣା । ଶିଶୁଟି ବାପାମାଆଙ୍କ ସହ ଯାଇ ମକା ଖେତରେ ଖେଳୁଥିଲା । ଖେଳନା ତଣ୍ଟିରେ ଅଟକି ଯିବାରୁ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା । ଗୁରୁତର ଅବସ୍ଥାରେ ଦାରିଙ୍ଗବାଡି ହସ୍ପିଟାଲରେ ଭର୍ତ୍ତି ପରେ ମୃତ ଘୋଷଣା କରିଥିଲେ ଡାକ୍ତର । ଏହାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login