The Ultimate Managed Hosting Platform
ADVERTISEMENT

ଜଙ୍ଗଲରେ ଦନ୍ତାର ମୃତଦେହ ଠାବ

Facebook
Twitter
LinkedIn

ରେଢାଖୋଲ : ବଡବାହାଲ ରେଞ୍ଜ ବଡକୁଡା ଜଙ୍ଗଲରେ ଦନ୍ତାର ମୃତଦେହ । ମୃତ ଦନ୍ତାର ଆନୁମାନିକ ବୟସ ୨୦ ବର୍ଷ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପହଁଚି ବନବିଭାଗର ତନାଘନା । ରେଢାଖୋଲରେ ବିଗତ ଏକ ବର୍ଷ ମଧ୍ୟରେ ୬ଟି ହାତୀର ମୃତ୍ୟୁକୁ ନେଇ ବନ ବିଭାଗର ମୁଣ୍ଡବ୍ୟଥା ବଢିଛି। ଏହାକୁ ନେଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି । ହାତୀ ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login