The Ultimate Managed Hosting Platform
ADVERTISEMENT

ଡ୍ୟାମକୁ ଖସିଲା କାର , ୪ ଜଣ ପୋଲିସ କର୍ମୀଙ୍କ ଜୀବନ ଗଲା

Facebook
Twitter
LinkedIn

ଝାଡଖଣ୍ଡ : ଝାଡ଼ଖଣ୍ଡ ରାଞ୍ଚିରେ ଅଭାବନୀୟ ଘଟଣା । ହାଟିଆ ଡ୍ୟାମକୁ ଖସିପଡିଲା କାର । ଡ୍ୟାମରେ ବୁଡ଼ି ୪ ପୁଲିସକର୍ମୀଙ୍କ ପ୍ରାଣ ଚାଲିଯାଇଛି । ଘଟଣା ସ୍ଥଳରୁ ୩ଟି ମୃତଦେହ ଜବତ କରାଯାଇଥିବା ବେଳେ ଜଣେ ନିଖୋଜ ରହିଛନ୍ତି । ଖବର ମୁତାବକ, ପୁଲିସକର୍ମୀମାନେ କାର ଯୋଗେ କୌଣସି ସ୍ଥାନକୁ ବୁଲିବାକୁ ଯାଉଥିଲେ । ଏହି ସମୟରେ କାର୍ ନିୟନ୍ତ୍ରଣ ହରାଇ ଡ୍ୟାମକୁ ଖସି ଯିବାରୁ ବୁଡ଼ି ଯାଇଥିଲେ । ହାଟିଆ ଡ୍ୟାମରେ ସକାଳେ ପୋଲିସକର୍ମୀମାନେ କାରରେ ଯାଉଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାମ କରିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login