The Ultimate Managed Hosting Platform
ADVERTISEMENT

ଗାୟିକା ପରେ ଏବେ ସବୁଠୁ କନିଷ୍ଠ ବିଧାୟିକା ହେଲେ ମୈଥିଳୀ ଠାକୁର

Facebook
Twitter
LinkedIn

ବିହାର : ପ୍ରସିଦ୍ଧ ଲୋକ ଗାୟିକା ମୈଥିଳୀ ଠାକୁର କମ୍ ବୟସରେ ସଙ୍ଗୀତ ଜଗତରେ ଏକ ଅଲିଭା ଛାପ ଛାଡିଛନ୍ତି । ତାଙ୍କ ଗୀତର ଚର୍ଚ୍ଚା ଦେଶ ବିଦେଶରେ ହୋଇଥାଏ । ମାତ୍ର ୪ ବର୍ଷ ବୟସରୁ ନିଜ ସ୍ୱରର ଯାଦୁ ଦେଖାଇଥିବା ମୈଥିଳୀ ଏବେ ରାଜନୀତିରେ ମଧ୍ୟ ସକ୍ରିୟ ହୋଇଛନ୍ତି । ବିହାର ବିଧାନସଭା ନିର୍ବାଚନରେ ଭାରି ଭୋଟରେ ଜିତି ସେ ସବୁଠାରୁ କମ୍ ବୟସର ବିଧାୟିକା ପାଲଟିଛନ୍ତି । ମୈଥିଳୀ ଠାକୁର ତାଙ୍କ ନାମାଙ୍କନ ସମୟରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଥିବା ଏକ ସରକାରୀ ଶପଥପତ୍ରରେ ତାଙ୍କର ସମ୍ପତ୍ତି ବିଷୟରେ ପ୍ରକାଶ କରିଥିଲେ । ଏହି ସତ୍ୟପାଠ ଅନୁଯାୟୀ, ମୈଥିଳୀଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ୪ କୋଟି ମୂଲ୍ୟର ଥିଲା । ୨୦୧୯-୨୦ରେ ତାଙ୍କର ବାର୍ଷିକ ଆୟ ୧୨.୦୨ ଲକ୍ଷ ଥିଲା, ଯାହା ୨୦୧୯-୨୦ରେ ୨୮.୬୭ ଲକ୍ଷ ହୋଇଛି । ଏହାର ଅର୍ଥ ହେଉଛି ପାଞ୍ଚ ବର୍ଷ ମଧ୍ୟରେ ତାଙ୍କର ଆୟ ପ୍ରାୟ ଦ୍ୱିଗୁଣିତ ହୋଇଛି । ମୈଥିଳୀଙ୍କ ଆୟର ମୁଖ୍ୟ ଉତ୍ସ ହେଉଛି ଗୀତ ଗାଇବା, ସୋସିଆଲ ମିଡିଆ ଏବଂ ବ୍ରାଣ୍ଡ ପ୍ରମୋସନ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login