ବ୍ରହ୍ମଗିରି : ସମୁଦ୍ର ପାଣିରେ ଭାସିଆସିଲା ମୃତଦେହ । ସମୁଦ୍ର ବେଳାଭୂମିରେ ଯୁବକଙ୍କ ଗଳିତ ମୃତଦେହ ଠାବ । ସଦର ଥାନା ନରସିଂହପାଟଣା ସମୁଦ୍ର ବେଳାଭୂମିରେ ଠାବ ହୋଇଛି । ମୃତଦେହ ଭାସିଆସି ବେଳାବୂମିରେ ଲାଗିଥିବା ଅନୁମାନ କରାଯାଉଛି । ତେବେ ମୃତଦେହର ପରିଚୟ ମିଳିପାରିନି । କେଉଁଠି ଭାସି ଆସିଛି କିଏ ତାହା ଜଣା ପଡିନି । ପୋଲିସ ଏହାର ତଦନ୍ତ କରୁଛି ।
Views: 100











