ଭୁବନେଶ୍ୱର : ନବୀନଙ୍କ ହେଲିକପ୍ଟରକୁ କ୍ଲିଅରାନ୍ସ ଦେବାରେ ବିଳମ୍ବ ଅଭିଯୋଗ ଘଟଣା । ଭୁବନେଶ୍ୱର ବିମାନ ବନ୍ଦର ନିଦେ୍ର୍ଦଶକ ପ୍ରସନ୍ନ ପ୍ରଧାନଙ୍କ ପ୍ରତିକ୍ରିୟା । ନବୀନଙ୍କ ଫ୍ଲାଇଟ ଅପରେଟର ଫ୍ଲାଇଟ ପ୍ଲାନ ସବମିଟ କରି ନ ଥିଲେ । ତେଣୁ ଏୟାର ଡିଫେନ୍ସ କ୍ଲିୟରାନ୍ସ ନମ୍ବର ମିଳି ନ ଥିଲା । କୋଅର୍ଡିନେଟ କରି କୋଲକତାରୁ ନମ୍ବର ନେଲୁ । ଏଥିପାଇଁ ପ୍ରାୟ ୨୫ ମିନିଟ ବିଳମ୍ବ ହେଲା କହିଲେ ବିମାନ ବନ୍ଦର ନିଦେ୍ର୍ଦଶକ । ଅନ୍ୟପଟେ ଜାଣିଶୁଣି କ୍ଲିଅରାନ୍ସ ଦିଆଯାଇ ନ ଥିବା କହିଥିଲେ ବିଜେଡି ନେତା ଚିନ୍ମୟ ସାହୁ । ଆଜି ନୂଆପଡ଼ାରେ ବିଶାଳ ରୋଡ୍ ସୋ କରିବେ ବିଜେଡି ସୁପ୍ରିମୋ । ଖରିଆର ରୋଡ୍ ରୁ ନୂଆପଡ଼ା ଏନଏସି ପର୍ୟ୍ୟନ୍ତ ରୋଡ୍ ସୋ କରିବେ । ବାଟରେ ୬ଟି ସ୍ଥାନରେ ଜନସାଧାରଣଙ୍କୁ ଉଦବୋଧନ ଦେବା କାର୍ୟ୍ୟକ୍ରମ ରହିଛି। ପ୍ରଥମେ ଖରିଆର ରୋଡ ପୋଲିସ ଥାନା ନିକଟ ପଡିଆରେ ପହଞ୍ଚିବେ ନବୀନ । ସେଠାରୁ ଏକ ରୋଡ଼ ଶୋ’ରେ ନୂଆପଡ଼ା ପର୍ୟ୍ୟନ୍ତ ଆସିବେ । ଖରିଆର ରୋଡ଼ର ଡାଗାସ ଛକ, ବିଜୁ ପଟ୍ଟନାୟକ ଛକ, ଲଖ୍ମାନିଆ ଛକରେ ଉପସ୍ଥିତ ଜନତାଙ୍କୁ ନବୀନ ସମ୍ୱୋଧନ କରିବେ।
ବିଳମ୍ବ ହେଲା ନବୀନଙ୍କ ଫ୍ଲାଇଟ , ପ୍ଲାନ ଦାଖଲ ହୋଇ ନ ଥିଲା କହିଲେ ବିମାନ ବନ୍ଦର ନିଦେ୍ର୍ଦଶକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











