ବ୍ରହ୍ମପୁର : ଚିଟ ଫଣ୍ଡ ଠକେଇ ମାମଲାରେ ଇଡି ରେଡ । ଗ୍ରୀନ ଇଣ୍ଡିଆ ଚିଟ ଫଣ୍ଡ କମ୍ପାନୀ ମାଲିକ ପ୍ରଦାପ ସିଂହଙ୍କ ଘରେ ରେଡ । ବୈଦ୍ୟନାଥପୁର ଥାନା ଅଯୋଧ୍ୟାନଗର ସ୍ଥିତ ଘରେ ରେଡ । ପୂର୍ବରୁ ୨୦୧୩ ମସିହାରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ପ୍ରଦୀପ ସିଂଙ୍କ ଘରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ । ପରେ ପ୍ରଦୀପ ସିଂ ଓ ଅନ୍ୟ ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ପରେ ସମସ୍ତ ମାମଲାର ତଦନ୍ତ ସିବିଆଇ କରିଥିଲା ।
Views: 66











