The Ultimate Managed Hosting Platform
ADVERTISEMENT

ପାକିସ୍ତାନ ସୁପ୍ରିମକୋର୍ଟରେ ସିଲିଣ୍ଡର ବିସ୍ଫୋରଣ

Facebook
Twitter
LinkedIn

ପାକିସ୍ତାନ : ପାକିସ୍ତାନ ସୁପ୍ରିମକୋର୍ଟରେ ବିସ୍ଫୋରଣ । ବେସମେଣ୍ଟରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବାକୁ ଯୋଗୁଁ ୪ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ବିଲିଡିଂରେ ସେଣ୍ଟ୍ରାଲ ଏସି ସିଷ୍ଟମ ମରାମି କାମ ସମୟରେ ହୋଇଥିବା ଜଣାପଡିଛି । ବିସ୍ଫୋରଣ ପରେ ବିଲିଡିଂରେ ଆତଙ୍କ ଦେଖାଦେଇଛି । ସମସ୍ତେରେ ଜୀବନ ବିକଳରେ ଚାରିଆଡେ ଦୌଡିଛନ୍ତି । ବିସ୍ଫୋରଣ ଶବ୍ଦ ଶୁଣିବା ପରେ ଓକିଲ, ଜଜ୍ ଏବଂ ଷ୍ଟାଫ, ଅନ୍ୟ କର୍ମଚାରୀ କୋର୍ଟ ପରିସର ବାହାରକୁ ଦୌଡିଥିଲେ । ବିସ୍ଫୋରଣ ପରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଘଟଣା ପରେ ରେସକ୍ୟୁ ଟିମ୍ ଏବଂ ସୁରକ୍ଷାକର୍ମୀ ପହଞ୍ଚିଛନ୍ତି । ଆହତ କର୍ମଚାରୀ ଏବଂ ଏସି ପ୍ଲାଣ୍ଟ ପାଖରେ କାମ ହେଉଥିଲା । ଯେଉଁମାନେ ଆହତ ହୋଇଛନ୍ତି, ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login