The Ultimate Managed Hosting Platform
ADVERTISEMENT

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ; ଜଣେ ଡ୍ରାଇଭର ମୃତ

Facebook
Twitter
LinkedIn

ବଲାଙ୍ଗୀର : ଦୁଇ ଟ୍ରକ ମୁହାଁମୁହିଁ ଧକ୍କାରେ ଜଣେ ମୃତ ଓ ୩ ଜଣ ଆହତ । ଟିଟିଲାଗଡ ଥାନା ଏନଏଚ-୨୬ ଘୁଞ୍ଚେପାଲି ଛକରେ ଦୁର୍ଘଟଣା । ଦୁର୍ଘଟଣା ପରେ ଜାତୀୟ ରାଜପଥ ଜାମ . ଗାଡି ଚଳାଚଳ ବାଧାପ୍ରାପ୍ତ । ଫଳରେ ରାସ୍ତାର ଉଭୟ ପଟରେ ଟ୍ରାଫିକ ଜାମ ହୋଇଯାଇଛି । ଶହ ଶହ ଗାଡିମୋଟର ଅଟକି ରହିଛି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା ଜାରୀ ରଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login