The Ultimate Managed Hosting Platform
ADVERTISEMENT

ବିଜେଡି ଭୟ କରୁଛି ; ବିଜେପି

Facebook
Twitter
LinkedIn

ଭୁବନେଶ୍ୱର : ଚୋର ମଚାଏ ସୋର କହି ବିଜେଡିକୁ ବିଜେପିର ଟାର୍ଗେଟ । ବିଜେଡିକୁ ଟାର୍ଗେଟ କଲେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ମୁଖ୍ୟମନ୍ତ୍ରୀ କହିଥିଲେ ପାତାଳରେ ଥିଲେ ବି ଦୋଷୀ ଧରାଯିବ । ନେପାଳ ସୀମାରୁ ଧରାଗଲା ଶଙ୍କର ପୃଷ୍ଟିକୁ । ସେ ସଂସ୍ଥାକୁ ବିଜେଡି ସରକାର ସମୟରେ ଅନୁବନ୍ଧିତ କରାଯାଇଥିଲା । ବିଜେଡି ଭୟ କରୁଛି ଯେ ତାର ଲିଙ୍କ ନବୀନ ନିବାସ ଯାଏ ଥିବ ବୋଲି । ତେଣୁ ବିଜେଡି ଏବେଠୁ ଭୟ କଲାଣି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login