The Ultimate Managed Hosting Platform
ADVERTISEMENT

ପୁଣି ଦନ୍ତା ଶିକାର !

Facebook
Twitter
LinkedIn

ଭଞ୍ଜନଗର : ପୁଣି ଦନ୍ତା ଶିକାର । ଆଉ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ଦନ୍ତାହାତୀର ରକ୍ତାକ୍ତ ମୃତଦେହ ଠାବ । ମୁଜାଗଡ ବନାଞ୍ଚଳ ବଣିଆପାଲି ସଂରକ୍ଷିତ ଜଙ୍ଗଲରେ ଠାବ । ପାଟିରୁ ରକ୍ତ ବାହାରୁଥିବା ଶିକାରୀ ଗୁଳି ବାଜିଥିବା ସନେ୍ଦହ । ପୋଷ୍ଟମର୍ଟମ ପରେ ସବୁ ସ୍ପଷ୍ଟ ହେବ କହିଲେ ଡିଏଫଓ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login