ଭୁବନେଶ୍ୱର : ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇ ରହୁଥିବା ଘରେ ଚଢାଉ । ନୂଆପଡା ଖରିଆର ରୋଡରେ ରହୁଥିବା ଘରେ ପୋଲିସର ଚଢାଉ । ପ୍ରତିବାଦରେ ବିଜେଡି କର୍ମୀଙ୍କ ହୋହଲ୍ଲା , ବିକ୍ଷୋଭ ପ୍ରଦର୍ଶନ । ନୂଆପଡା ଉପନିର୍ବାଚନରେ ବିଜେଡିର ଷ୍ଟାର ପ୍ରଚାରକ ଅଛନ୍ତି ପ୍ରୀତିରଞ୍ଜନ । ନୂଆପଡା ଉପନିର୍ବାଚନ ପାଇଁ ଏବେ ବିଜେଡି ଏବେ ଜୋରସୋରରେ ପ୍ରଚାର ଚାଲିଛି । ଖୋଦ ବିରୋଧୀ ଦଳ ନେତା ନବୀନ ପଟ୍ଟ ପଟ୍ଟନାୟକ ମୈଦାନକୁ ଓହ୍ଲାଇଛନ୍ତି ।
Views: 55











