The Ultimate Managed Hosting Platform
ADVERTISEMENT

ଗଣଦୁଷ୍କର୍ମ ; ୨ ସେନା ଯବାନଙ୍କୁ ଆଜୀବନ

Facebook
Twitter
LinkedIn

ବ୍ରହ୍ମପୁର : ୨ ସେନା ଯବାନଙ୍କୁ ଆଜୀବନ କାରାଦଣ୍ଡାଦେଶ । ଗୋପାଳପୁର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡାଦେଶ । ହାବିଲଦାର ବି. ଜୟେଶ କୁମାର ଓ ଲାନ୍ସ ନାଏକ ହଷଲଦାର ମୁଣ୍ଡାକୁ ଆଜୀବନ । ଉଭୟଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ବ୍ରହ୍ମପୁର ପୋକ୍ସୋ କୋର୍ଟ । ଜାନୁଆରୀରେ ବସ ଭିତରେ ୪ ବର୍ଷର ନାବାଳିକା ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login