ଭୁବନେଶ୍ୱର : ପ୍ରଦୀପ ଜେନାଙ୍କ ବିରୋଧରେ ହାଇକୋର୍ଟର ଜନସ୍ୱାର୍ଥ ମାମଲା ଦାଏର । ଭୁବନେଶ୍ୱର କ୍ଲବ ସଭାପତି ଭାବେ ନିର୍ବାଚିତ ପରେ ଜନସ୍ୱାର୍ଥ ମାମଲା । ସୁବ୍ରତ କୁମାର ତ୍ରିପାଠୀ ନାମକ ସାମ୍ବାଦିକଙ୍କ ଜନସ୍ୱାର୍ଥ ମାମଲା । ଓଇଆରସି ଅଧ୍ୟକ୍ଷ ଥାଇ କିପରି ସଭାପତି ପଦ ଗ୍ରହଣ କଲେ ସେ ନେଇ ଚ୍ୟାଲେଞ୍ଜ । ରାଜ୍ୟ ବିଦ୍ୟୁତ ସଂସ୍କାର ଆଇନ ଓ ବିଦ୍ୟୁତ ଆଇନର ଉଲ୍ଲଂଘନ ଦର୍ଶାଇ ଜନସ୍ୱାର୍ଥ ମାମଲା । ଏ ନେଇ ପ୍ରଦୀପ ଜେନାଙ୍କ କୈାଣସି ପ୍ରତିକ୍ରିୟା ମିଳିପାରିନି ।
Views: 46











