The Ultimate Managed Hosting Platform
ADVERTISEMENT

CMC ବୈଠକରେ ଚେୟାର ମାଡ

Facebook
Twitter
LinkedIn

କଟକ : ସିଏମସି କାଉନସିଲ ବୈଠକରେ ପ୍ରବଳ ଗଣ୍ଡଗୋଳ । ବୈଠକରେ ଚେୟାର ଫିଙ୍ଗିଲେ କର୍ପୋରେଟର । ୫୧ ୱାର୍ଡରେ ଜିମ ଯନ୍ତ୍ରାଂଶ ଲାଗିବାକୁ ନେଇ ପାଟିତୁଣ୍ଡ । ଗଣ୍ଡଗୋଳ ରେ ବନ୍ଦ ହେଲା ସିଏମସି କାଉନସିଲ ବୈଠକ । ଗ୍ଲାସ୍ ଭାଙ୍ଗିଲେ, ମାଇକ ଉପାଡ଼ିଲେ, ଚେୟାର ଫିଙ୍ଗଲେ କର୍ପୋରେଟର । ଅନ୍ୟ ଜଣେ କର୍ପୋରେଟର ଏହାକୁ ବିରୋଧ କରି ବାରୁ ଆହୁରି ବଢିଲା ବିବାଦ । ଚେୟାର ଛାଡ଼ି ଗୃହରୁ ପଳେଇଲେ ମେୟର, କମିଶନର । ଗୃହରେ ଅଚଳାବସ୍ଥା ଜାରି । ବନ୍ଦ ରହିଛି ବୈଠକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login