କୋରାପୁଟ : ପ୍ରେମିକାଙ୍କୁ ଭେଟ କରିବା ପଡିଗଲା ମହଙ୍ଗା । ଶେଷରେ ଚାଲିଗଲା ନାବାଳକ ପ୍ରେମିକଙ୍କ ଜୀବନ । ବାରହା ଶିକାର ପାଇଁ ପଡିଥିବା ଫାଶରେ ପଡି ନାବାଳକ ମୃତ । ସେମିଳିଗୁଡା ବ୍ଲକ ଅଲିଗାଁ ସ୍କୁଲ ଜଙ୍ଗଲରେ ନାବାଳକର ମୃତ୍ୟୁ । ପ୍ରେମିକାକୁ ଭେଟିବାକୁ ଗଲାବେଳେ ଏଭଳି ଘଟଣା ଘଟିଥିବା ସୂଚନା ।
Views: 29











