The Ultimate Managed Hosting Platform
ADVERTISEMENT

ଘନ କୁହୁଡି ; ଯାତାୟତ ବାଧାପ୍ରାପ୍ତ

Facebook
Twitter
LinkedIn

ବଣାଇ : ବଣାଇ ଅଞ୍ଚଳରେ ଘନ କୁହୁଡିର ଆସ୍ତରଣ । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏନେଚରେ ୧୦ ମିଟର ପର୍ଯ୍ୟନ୍ତ ଆଗକୁ ଦେଖାଯାଉନି ରାସ୍ତା । ଚଳିତ ବର୍ଷରେ ପ୍ରଥମ ଥର ପାଇଁ ଅନୁଭୂତ ହୋଇଛି କୁହୁଡି ସାଙ୍ଗକୁ ଶୀତ । କୁହୁଡ଼ି ଏତେ ମାତ୍ରାରେ ହୋଇଛି ଯେ ୧୦୦ ମିଟର ଦୂର ପର୍ୟ୍ୟନ୍ତ କିଛି ଦେଖାଯାଉନାହିଁ। ଲୋକମାନେ ରାସ୍ତାରେ ଗାଡ଼ି ଚଳାଇ ଯିବା ଆସିବା କରୁଛନ୍ତି । ଲୋକମାନେ ହାଲୁକା ଶୀତର ମଜା ନେବା ସହ ଶୀତ ବସ୍ତ୍ର ପିନ୍ଧିବା ଆରମ୍ଭ କଲେଣି । ଏଣୁ ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ ପାରଦ ଖସିବ ବୋଲି ଆଶା କରିଛନ୍ତି ସ୍ଥାନୀୟଲୋକ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...

ADVERTISEMENT

Login