The Ultimate Managed Hosting Platform
ADVERTISEMENT

ଦୀପାବଳି ଉପଲକ୍ଷେ ବାଲୁକାକଳାରେ ଶୁଭେଚ୍ଛା

Facebook
Twitter
LinkedIn

ପୁରୀ : ବାଲୁକାକଳାରେ ଦୀପାବଳି ଶୁଭେଚ୍ଛା । ପୁରୀ ବେଳାଭୁମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା କଳା କରି ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି । ପ୍ରାୟ ୧ହଜାର ମାଟି ଦୀପ ବ୍ୟବହାର କରିବା ସହ ମାଆ କାଳୀଙ୍କ ଏକ ସୁନ୍ଦର ପ୍ରତିକୃତି ନିର୍ମାଣ କରିଛନ୍ତି । ଏହି କଳାକୃତି ନିର୍ମାଣ ପାଇଁ ୬ ଟନ ବାଲି ବ୍ୟବହାର କରାଯାଇଛି । ଏହି ଆକର୍ଷଣୀୟ ବାଲୁକଳା ଦେଖିବାକୁ ବେଳାଭୂମିରେ ପର୍ୟ୍ୟଟକଙ୍କ ଭିଡ଼ ଜମୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login