The Ultimate Managed Hosting Platform
ADVERTISEMENT

ଟ୍ୟୁସନ ସାରଙ୍କୁ ଗୁଳିମାଡ

Facebook
Twitter
LinkedIn

ବାରିପଦା : ଘରକୁ ଫେରୁଥିବା ବେଳେ ଟ୍ୟୁସନ ସାରଙ୍କୁ ଗୁଳିମାଡ । ବଡ ସାହି ଥାନା ମାଙ୍କଡାପାଳ ଗାଁରେ ଘଟିଛି ଏଭଳି ଘଟଣା । ୨ ରାଉଣ୍ଡ ଗୁଳି ଚଳାଇଥିଲେ ଦୁର୍ବୁତ୍ତ । ତେବେ କାହିଁକି ଗୁଳିମାଡ ହୋଇଥିଲା ତାର କାରଣ ଅସ୍ପଷ୍ଟ ରହିଛି । ଗୁଳିମାଡରେ କିନ୍ତୁ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ଗତକାଲି ରାତି ପ୍ରାୟ ୧୦ଟାରେ ସଞ୍ଜୟ ନାୟକ ଟିଉସନ ସାରି ଫେରୁଥିବା ସମୟରେ ପୁରୁଣା ଇଟାଭାଟି ରାସ୍ତା ନିକଟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରେ ୨ ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ । ଖବର ପାଇ ବଡ଼ସାହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login