The Ultimate Managed Hosting Platform
ADVERTISEMENT

ଭୁବନେଶ୍ୱର ରାସ୍ତା ପ୍ରଶସ୍ତ ହେବ ; ପୃଥ୍ୱୀରାଜ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ରାସ୍ତା ପ୍ରଶସ୍ତ ହେବ । ରାଜ୍ୟରେ ୭ ଶହ କିମି ରାସ୍ତା ମରାମତି ଓ ନବୀକରଣ ହେବ । ଏ ନେଇ ସୂଚନା ଦେଲେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୮ ରୁ ୧୦ ଦିନ ଭିତରେ ମରାମତି ଓ ନବୀକରଣ ଟେଣ୍ଡର ହେବ । ଡିସେମ୍ବର ଓ ଜାନୁଆରୀ ସୁଦ୍ଧା ଟେଣ୍ଡର ପରେ ରାସ୍ତା କାମ ଆରମ୍ଭ । ଭିଡ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର ରାସ୍ତା ପ୍ରଶସ୍ତ କରାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login