The Ultimate Managed Hosting Platform
ADVERTISEMENT

ରାତିକରେ ୩ଟି ମନ୍ଦିରରୁ ସିରିଜ ଲୁଟ

Facebook
Twitter
LinkedIn

ବ୍ରହ୍ମପୁର : ରାତିକରେ ୩ଟି ମନ୍ଦିରରୁ ଲୁଟିନେଲେ ଦୁର୍ବୁତ୍ତ । ଗଞ୍ଜାମ ଜିଲ୍ଲା କେ ନୁଆଁଗାଁ ଥାନା ଅଞ୍ଚଳର ୩ଟି ମନ୍ଦିରରୁ ଗହଣା ଓ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । କେ.ନୂଆଗାଁ ଶିବ ମନ୍ଦିର ପରିସରରେ ଥିବା ଭାଗବତ ଗାଦୀ, କୃଷ୍ଣପୁର ବାଲୁଙ୍କେଶ୍ୱର ଶିବ ମନ୍ଦିର ଏବଂ ଘୋଡାଦେଇ ମନ୍ଦିରର ଦାନ ହୁଣ୍ଡୀ ଭାଙ୍ଗି ସମସ୍ତ ଟଙ୍କା ଲୁଟି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ସକାଳୁ କିଛି ସ୍ଥାନୀୟ ଲୋକ ଓ ପୂଜକ ମନ୍ଦିରରୁ ଲୁଟ୍ ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login