ବିଜାପୁର : ଭୁଶୁଡୁଛି ଲାଲଗଡ । ମିଳିତ ଅପରେସନ ବେଳେ ଛତିଶଗଡ଼ ବିଜାପୁର ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ବଡ ଧରଣର ବିସ୍ପୋରଣ ଯୋଜନା କରି ଲାଲବାହିନୀ ଲୁଚାଇ ରଖିଥିବା ସାମଗ୍ରୀକୁ ଜବତ କରିଛି ପୋଲିସ । କେଜିଏଚ୍ ପାହାଡ ପାଖରୁ ଏସବୁକୁ ଜବତ କରିଛି କୋବ୍ରା, ସିଆରପିଏଫ ଓ ବିଜାପୁର ପୋଲିସର ମିଳିତ ଟିମ୍ । ରେଡ୍ ବେଳେ ୫୧ଟି ଗ୍ରେନେଡ୍ ଲଂଚର, ୧୦୦ ବଣ୍ଡଲ ତାର, ୫୦ଟି ଷ୍ଟିଲ ପାଇପ, ୨୦ଟି ଲୁହା ପ୍ଲେଟ ଜବତ କରାଯାଇଛି ।
Views: 17