ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି । ଲୁକ ଆଉଟ ସର୍କୁଲାର ଜାରି ହେବା ସହ ଆକାଉଣ୍ଟ ଫ୍ରିଜ କଲା କ୍ରାଇମବ୍ରାଞ୍ଚ । ଶଙ୍କର ପୃଷ୍ଟି, ମୁନ୍ନା ମହାନ୍ତିଙ୍କ ସମେତ ୧୦ ଜଣଙ୍କ ଆକାଉଣ୍ଟ ଫ୍ରିଜ । ୪ ଟି ସ୍ପେଶାଲ ଟିମ ପକ୍ଷରୁ ଝାଡଖଣ୍ଡ ଓ ବିହାରରେ ଚଢାଉ ଜାରି । ଇମ୍ ବ୍ରାଞ୍ଚର ସ୍ୱତନ୍ତ୍ର ଦଳ ଝାଡ଼ଖଣ୍ଡ ଏବଂ ବିହାରରେ ମଧ୍ୟ ଚଢାଉ ଏବଂ ତଦନ୍ତ ଜାରି ରଖିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ଆଗାମୀ କମ୍ବାଇନ୍ ପୋଲିସ ସେବା ପରୀକ୍ଷା SI ୨୦୨୪ ରେ ଲିକ୍ ହୋଇଥିବା ପ୍ରଶ୍ନପତ୍ରର ଉତ୍ତର କିପରି ଲେଖିବେ ସେ ବିଷୟରେ ତାଲିମ ପାଇବା ପାଇଁ ତିନୋଟି ବସ୍ ଯୋଗେ ବିଶାଖାପାଟଣାକୁ ନିଆଯାଉଥିବା ବେଳେ ଓଡ଼ିଶା ପୋଲିସ ୧୧୪ ଜଣ ଆଶାୟୀଙ୍କୁ ଗିରଫ କରିଥିଲା ।
Views: 35