The Ultimate Managed Hosting Platform
ADVERTISEMENT

ହମାସ-ଇସ୍ରାଏଲ ଯୁଦ୍ଧ ଶେଷ : ଟ୍ରମ୍ପ

Facebook
Twitter
LinkedIn

ଗାଜା : ଗାଜାରେ ହମାସ-ଇସ୍ରାଏଲ ଯୁଦ୍ଧ ଶେଷ ହେଲା କହିଲେ ଡୋନାଲ୍ଡ ଟ୍ରମ୍ପ । ମଧ୍ୟପ୍ରାଚ୍ୟ ଦେଶ ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ବଡ ଘୋଷଣା । ଇଜିପ୍ଟରେ ଟ୍ରମ୍ପଙ୍କ ଉପସ୍ଥିତିରେ ହେବ ଗାଜା ଶାନ୍ତି ଚୁକ୍ତି । ଶାନ୍ତି ଚୁକ୍ତି ସମ୍ମିଳନୀରେ ଭାରତ ସମେତ ୨୦ଟି ଦେଶର ନେତା ଯୋଗଦେବେ । ଚୁକ୍ତି ଅନୁସାରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ । ଇଜିଫ୍ଟ ଗସ୍ତ ପୂର୍ବରୁ ପ୍ରଥମେ ଇସ୍ରାଏଲ ଯିବେ ଟ୍ରମ୍ପ । ଆଜି ବୋର୍ଡ ଅଫ ପିସ୍ ଘୋଷଣା କରିବେ ଟ୍ରମ୍ପ। ଧ୍ବସ୍ତ ବିଧ୍ବସ୍ତ ହୋଇ ଯାଇଥିବା ଗାଜାର ପୁନଃ ନିର୍ମାଣ ଉପରେ ନଜର ରଖିବ ଏହି ବୋର୍ଡ।
ଆମେରିକାର ବୟୁସେନା ବିମାନ ଏୟାର ଫୋର୍ସ ୱାନ୍ ରେ ଇସ୍ରାଏଲ ଆସୁଛନ୍ତି ଟ୍ରମ୍ପ। ଆମେରିକା ଛାଡ଼ିବା ପୂର୍ବରୁ ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଛନ୍ତି, ଆମେ ସବୁ ଦେଶଙ୍କୁ ଖୁସି ଦେଖିବାକୁ ଚାହୁଁଛୁ। ଜେୱିସ, ବା ମୁସଲିମ ବା ଆରବ ଦେଶ। ହମାସ-ଇସ୍ରାଏଲ ଯୁଦ୍ଧ ଶେଷ ହୋଇ ଯାଇଛି ବୋଲି କହିଛନ୍ତି ଆମେରିକ ରାଷ୍ଟ୍ରପତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login