The Ultimate Managed Hosting Platform
ADVERTISEMENT

ନଭେମ୍ବର ୧୫ରେ ‘ମହାନଦୀ’ ଶୁଣାଣି

Facebook
Twitter
LinkedIn

କଟକ : ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣି । ଓଡିଶା ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ଟ୍ରିବୁ୍ୟନାଲ ପକ୍ଷ ରଖିଲେ । ଓଡିଶା ଓ ଛତିଶଗଡ ସମାଧାନ ଦିଗରେ ଅଗ୍ରସର ହେଉଛନ୍ତି ଜଣାଇଲେ । ଅକ୍ଟୋବର ୨୮ରେ ଦୁଇ ରାଜ୍ୟର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ବୈଠକ ହେବ । ଯେଉଁଥିରେ ପାଣି ବିଭାଜନ ଓ ପ୍ରକଳ୍ପ ଅନୁମୋଦନ ନେଇ ଚର୍ଚ୍ଚା ହେବ । ଇବ ପ୍ରକଳ୍ପ ଓ ଲୋୟର ସୁକତେଲ ଜଳ ପ୍ରକଳ୍ପ ପାଇଁ ୨ ରାଜ୍ୟ ସହମତ । ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୫ରେ ହେବ ବୋଲି ସୂଚନା ଦେଇଛନ୍ତି ଏଜି ପୀତାମ୍ବର ଆଚାର୍ଯ୍ୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login