The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ୨ କିରାଣି

Facebook
Twitter
LinkedIn

ଜଳେଶ୍ୱର : ଭିଜିଲାନ୍ସ ଜାଲରେ କିରାଣି । ଭିଜିଲାନ୍ସ ଜାଲରେ ଜଳେଶ୍ୱର ମ୍ୟୁନିସପାଲିଟିର ୨ କିରାଣି । କିରାଣି ବ୍ରଜଗୋପାଳ ଘୋଷ , ଜୁନିଅର କିରାଣି ରତିକାନ୍ତ ପାତ୍ର ଧରାପଡିଲେ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ବିଲ ପାସ କରାଇଦେବା ପାଇଁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login