ଭୁବନେଶ୍ୱର : ମମତା ବାନାର୍ଜୀଙ୍କ କଟକ ସମ୍ପର୍କିତ ମନ୍ତବ୍ୟକୁ ଆଇନମନ୍ତ୍ରୀଙ୍କ କଡା କାଉଣ୍ଟର । ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ନିଜ କଥା ବୁଝନ୍ତୁ ମମତା । କଟକରେ ଯାହା ଘଟିଥିଲା ସେଟା ଗୋଟେ ଦୁର୍ଘଟଣା । ଓଡିଶାରେ ଯେତେବେଳେ ବି ହିଂସା ହୋଇଛି , ସରକାର ସଠିକ ମୁକାବିଲା କରିଛନ୍ତି । ପଶ୍ଚିମବଙ୍ଗରେ କଣ ଘଟୁଛି ଠିକ ଢଙ୍ଗରେ ଦେଖିଲେ ବିଫଳତା ଦେଖିପାରିବେ । ଓଡିଶାକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି ମମତା । ପଶ୍ଚିମବଙ୍ଗ ଠାରୁ ଆମେ କିଛି ଟିପ୍ପଣୀ ଆଶା କରୁନୁ । ପଶ୍ଚିମବଙ୍ଗରେ ଆଜି ଆଇନ ଶୃଙ୍ଖଳା ଧୂସ୍ତ ହୋଇଛି , ସେ କଥା ସେ ଅନୁଧ୍ୟାନ କରନ୍ତୁ । ମମତାଙ୍କ ଟିପ୍ପଣୀ ଓଡ଼ିଶା ବାସି ଆଶା କରୁନାହାନ୍ତି । ସରକାର ଉପରେ ଓଡ଼ିଶାବାସୀଙ୍କ ଭରସା ଅଛି , ଓଡିଶାକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି ମମତା ।
Views: 26