The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ବିହାର ନିର୍ବାଚନ ପୂର୍ବରୁ ତେଜସ୍ୱୀଙ୍କ ବଡ ଘୋଷଣା ; ସରକାରକୁ ଆସିବା ପରେ ପ୍ରତି ପରିବାରକୁ ମିଳିବ ସରକାରୀ ଚାକିରି

Facebook
Twitter
LinkedIn

ବିହାର : ବିହାରର ପୂର୍ବ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ବିହାର ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି । ତେଜସ୍ବୀ କହିଛନ୍ତି, ଆମେ ସରକାରକୁ ଆସିବା ପରେ ପ୍ରତି ପରିବାରରେ ସରକାରୀ ଚାକିରି ଦେବୁ ।ବିହାରରେ ଜିତିବା ପରେ ଯେଉଁ ପରିବାରରେ ସରକାରୀ ଚାକିରି ନାହିଁ, ସେହି ପରିବାରକୁ ୨୦ ଦିନ ଭିତରେ ସରକାରୀ ଚାକିରି ଦେବୁ । ତେବେ ଆମେ କିଭଳି ଦେବୁ, ତାହା ମଧ୍ୟ ଆପଣଙ୍କୁ କହିବୁ । ଆମେ ବିଶ୍ଳେଷଣ କରି ସମସ୍ତ ଜିନିଷ ନିଷ୍ପତ୍ତି ନେବୁ । ଆମେ ଲୋକମାନଙ୍କୁ ସାମାଜିକ ନ୍ୟାୟ ସହିତ ଆର୍ଥିକ ନ୍ୟାୟ ମଧ୍ୟ ଦେବୁ । ତେଜସ୍ବୀ ଯାହା କହୁଛି ସେୟା କରିବ ।ଏହାଛଡା ତେଜସ୍ବୀ ଅଭିଯୋଗ କରିଛନ୍ତି କି, ଯେଉଁସବୁ ଘୋଷଣା ଆମେ କରୁଛୁ, ତାହାର ନକଲ ଏ ସରକାର କରୁଛି । ଗତ ୨୦ ବର୍ଷରେ ଏନଡିଏ ଅସୁରକ୍ଷା ଦେଇଛି କିନ୍ତୁ ଆମେ ପ୍ରତି ଘରକୁ ଚାକିରି ଦେବୁ । ବିହାରକୁ ସଠିକ୍ ଏବଂ ପରଫେକ୍ଟ ସରକାର ଦେବୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login