The Ultimate Managed Hosting Platform
ADVERTISEMENT

ଶାହରୁଖ ଖାନ ଏବଂ ପତ୍ନୀ ଗୈାରୀଙ୍କୁ ଦିଲ୍ଲୀ ହାଇକୋର୍ଟରୁ ସମନ

Facebook
Twitter
LinkedIn

ନୂଆଦିଲ୍ଲୀ : ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ପତ୍ନୀ ଗୌରୀ ଖାନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ସମନ । ମାନହାନୀ ମାମଲାରେ ଶାହରୁଖଙ୍କ ମାଲିକାନାରେ ଥିବା କମ୍ପାନୀ ରେଡ ଚିଲ୍ଲି ଏବଂ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସକୁ ଏହି ସମନ ଜାରି ହୋଇଥିବା ଜଣାପଡିଛି । ଏନସିବିର ପୂର୍ବତନ ଅଧିକାରୀ ସମୀର ୱାଙ୍ଖଡେଙ୍କ ଆବେଦନ ଉପରେ ସମନ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ସାତ ଦିନ ମଧ୍ୟରେ ସମସ୍ତ ପକ୍ଷକୁ ନିଜ ଉତ୍ତର ଦାଖଲ କରିବାକୁ ନିଦ୍ଦେର୍ଶ ଦେଇଛନ୍ତି କୋର୍ଟ । ଏନେଇ ମାନହାନି ମକଦ୍ଦମା ରୁଜୁ କରିବା ସହ ୨ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଏହାସହିତ ଶୋ କଣ୍ଟେଣ୍ଟକୁ ମାନହାନିକାରକ ଘୋଷଣା କରାଯିବାକୁ ଦାବି କରିଛନ୍ତି । ଏହି ଶୋ ପ୍ରସାରିତ ହେବା ପରେ ସୋସିଆଲ ମିଡିଆରେ ଅନେକ ଆପତ୍ତିଜନକ ପ୍ରତିକ୍ରିୟାର ସାମ୍ନା କରିବାକୁ ପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋାଦିଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧିଙ୍କୁ ବାହାରିବାକୁ ଅପିଲ କଲେ ମୋଦି ।କିଛି ବିରୋଧୀ ଦଳ...

Login