The Ultimate Managed Hosting Platform
ADVERTISEMENT

ମହୁମାଛି ଆକ୍ରମଣରେ ୭ ଗୁରୁତର

Facebook
Twitter
LinkedIn

କାମାକ୍ଷାନଗର : ମହୁମାଛି ଆକ୍ରମଣରେ ୭ ଗୁରୁତର ହୋଇଛନ୍ତି । ଢେଙ୍କାନାଳ ପରଜଙ୍ଗ ଥାନା ବସୁଲେଈ ଗାଁରେ ଘଟଣା ଘଟିଛି । ରେଙ୍ଗାଳି କେନାଲ ରାସ୍ତାରେ ଲୋକ ଯିବା ଆସିବା କରୁଥିବାବେଳେ ହଠାତ୍ ମହୁମାଛି ଆକ୍ରମଣ କରିଥିଲେ । ଫଳରେ ଅଙ୍ଗନବାଡି ଦିଦି ଭାନୁମତି ସାହୁଙ୍କ ସମେତ ୬ଜଣ ଗୁରୁତର ହୋଇପଡିଛନ୍ତି । ଏପରିକି ମହୁମାଛି ଆକ୍ରମଣରୁ ବଂଚିବା ପାଇଁ ସମସ୍ତେ କେନାଲ ଭିତରକୁ ପଶିଯାଇଥିଲେ । ସମସ୍ତ ଗୁରୁତରଙ୍କୁ ତାଳଚେର ସ୍ଥିତ ମଣ୍ଡାପାଳ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login