The Ultimate Managed Hosting Platform
ADVERTISEMENT

ବାଲେଶ୍ୱରରେ କର୍ଫ୍ୟୁ ମିଛ ଖବର –ଏସପି

Facebook
Twitter
LinkedIn

ବାଲେଶ୍ୱର ; ବାଲେଶ୍ୱରରେ କର୍ଫ୍ୟୁ ନେଇ ପ୍ରଚାରିତ ଖବର ମିଛ । ଏକ୍ସ ଜରିଆରେ ସୂଚନା ଦେଲେ ବାଲେଶ୍ୱର ଏସପି । କିଛି ଗଣମାଧ୍ୟମରେ ରାତ୍ରକାଳୀନ କର୍ଫ୍ୟୁ ଖବର ପ୍ରକାଶିତ ହୋଇଛି । କେବଳ ରାତିରେ ଦୋକାନ ଖୋଲା ନ ରଖିବାକୁ ନିଦେ୍ର୍ଦଶ ରହିଛି । ଏହା ଦ୍ୱାରା ସ୍ପଷ୍ଟ କରାଯାଉଛି ଯେ ଜିଲ୍ଲାରେ କୌଣସି କର୍ଫ୍ୟୁ ଜାରି ହୋଇନାହିଁ। ଏ ସମ୍ବନ୍ଧରେ ଯେକୌଣସି ଅପପ୍ରଚ।ର କିମ୍ବା ଭୁଲ ସୂଚନା ଅସତ୍ୟ ଅଟେ। ସମସ୍ତଙ୍କୁ ଅନୁରୋଧ ଯେ ଏପରି ଅପପ୍ରଚାର ପ୍ରସାରଣରୁ ଦୂରରେ ରହନ୍ତୁ ଓ ପ୍ରଶାସନଙ୍କ ନିର୍ଦ୍ଦେଶ ଅନୁସରଣ କରନ୍ତୁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login