The Ultimate Managed Hosting Platform
ADVERTISEMENT

ଦିନିକିଆରେ ବି ଶୁବମନ ଅଧିନାୟକ

Facebook
Twitter
LinkedIn

ମୁମ୍ବାଇ : ଟେଷ୍ଟ ପରେ ଦିନିକିଆରେ ଶୁବମନ ଗିଲ ନୂଆ ଅଧିନାୟକ ନିଯୁକ୍ତ । ଅେଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଶୁବମନ ନେବେ ନେତୃତ୍ୱ । ରୋହିତ ଶର୍ମାଙ୍କ ସ୍ଥାନରେ ଶୁବମନ ନେବେ ନେତୃତ୍ୱ । ୨୦୨୭ ବିଶ୍ୱକପ ପ୍ରସ୍ତୁତି ପାଇଁ ବିସିସିଆଇର ବଡ ନିଷ୍ପତ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ୧୫ ଜଣିଆ ଟିମ ଇଣ୍ଡିଆ ଘୋଷଣା । ଶ୍ରେୟସ ଆୟର ନୂଆ ଉପ ଅଧିନାୟକ ନିଯୁକ୍ତ । ବିସିସିଆଇ ଆଜି ଅଷ୍ଟ୍ରେଲିଆ ବିପକ୍ଷ ଟିମ୍ ଘୋଷଣା କରିବା ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲା । ଏହି ବୈଠକ ପରେ ଶୁବମନ ଗିଲଙ୍କୁ ଟିମର ଅଧିନାୟକ ଦାୟିତ୍ବ ମିଳିଛି । ବିସିସିଆଇ ଟିମ ଚୟନ ମିଟିଂ ପରେ ହୋଇଛି । ଟେଷ୍ଟ ପରେ ଦିନିକିଆରୁ ମଧ୍ୟ ରୋହିତ ଶର୍ମା ଅଧିନାୟକ ପଦ ହରାଇଛନ୍ତି । ସେହିପରି ଟିମକୁ ଫେରିଛନ୍ତି ବିରାଟ ଓ ରୋହିତଙ୍କ ଯୋଡି । ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ଦିନିକିଆ ଏବଂ ୫ଟି ଟି୨୦ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login