The Ultimate Managed Hosting Platform
ADVERTISEMENT

ଅପହୃତା ମହିଳା ଉଦ୍ଧାର , ଡ୍ରାଇଭର ଗିରଫ

Facebook
Twitter
LinkedIn

ଭଦ୍ରକ : ଚରମ୍ଫା ରିଜର୍ଭ ଲାଇନରୁ ଅପହୃତା ମହିଳା ଉଦ୍ଧାର ହୋଇଛନ୍ତି । ଝୁମ୍ପୁରାରୁ ଅପହରଣକାରୀ ଟ୍ରକ ଡ୍ରାଇଭର ଗିରଫ ହୋଇଛନ୍ତି । ରାନ୍ଦିଆରୁ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଉଦ୍ଧାରକଲା ପୋଲିସ । ଡାକ୍ତରୀ ମାଇନା ପାଇଁ ମହିଳାଙ୍କୁ ହସ୍ପିଚାଲ ପଠାଯାଇଥିବା ସୂଚନା ରହିଛି । ସୂଚନା ଦେଲେ ଟାଉନ ଥାନା ଅଧିକାରୀ।ଭଦ୍ରକ ଟାଉନ ଥାନା ଚରମ୍ପା ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ଫାଣ୍ଡି ଛକ ନିକଟରେ ବିଳମ୍ବିତ ରାତିରେ ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଟ୍ରକ ଡ୍ରାଇଭର ଜୋର ଜବରଦସ୍ତ ଗାଡିରେ ଉଠାଇ ନେଇଥିଲା । ପୂରା ଘଟଣା ସିସିଟିଭିରେ କଏଦ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login