ନୂଆଦିଲ୍ଲୀ : ଇଣ୍ଡୋନେସିଆ ଜାଭାରେ ଭୁଶୁଡିଲା ସ୍କୁଲ ଛାତ । ଭଗ୍ନାବଶେଷ ତଳେ ୬୫ ଛାତ୍ର ଦବି ରହିଥିବା ଆଶଙ୍କା । ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଇଣ୍ଡୋନେସିଆର ଏକ ଇସଲାମିକ୍ ସ୍କୁଲରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସ୍କୁଲର ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବା ପରେ ପ୍ରାୟ ୬୫ ଜଣ ଛାତ୍ର କାନ୍ଥ ତଳେ ଚାପି ହୋଇଯାଇଛନ୍ତି। ଏହି ଘଟଣା ଦେଶର ମୁଖ୍ୟ ଦ୍ୱୀପ ଜାଭାରେ ଥିବା ଏକ ସ୍କୁଲରେ ଘଟିଛି । ଭଗ୍ନାଂଶ ତଳେ ଫସି ରହିଥିବା ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ରାତିସାରା ଖୋଜାଖୋଜି କରୁଛନ୍ତି । ଏହି ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି ଏବଂ ବାକି ୬୫ ଜଣ ଛାତ୍ର ଭଗ୍ନାଂଶ ତଳେ ଫସି ରହିଛନ୍ତି । ଜଣେ ପ୍ରତ୍ୟକ୍ଷଦର୍ଶୀ କହିବାନୁସରେ ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ସମସ୍ତ ଛାତ୍ର ଅପରାହ୍ନ ପ୍ରାର୍ଥନା ପାଇଁ ପ୍ରାର୍ଥନା ଗୃହରେ ଏକାଠି ହୋଇଥିଲେ। ହଠାତ୍ କୋଠାଟି ଭୁଶୁଡ଼ି ପଡ଼ିଥିଲା, ଯାହା ଫଳରେ ପିଲାମାନେ ଚିତ୍କାର କରିବାକୁ ଲାଗିଲେ । ପୂର୍ବ ଜାଭା ପୋଲିସ ମୁଖପାତ୍ର ଜୁଲେସ୍ ଆବ୍ରାହମ୍ ଆବାଷ୍ଟ କହିଛନ୍ତି, “ଘଟଣା ପରେ, ଆମର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୭୯ ରୁ ଅଧିକ ଛାତ୍ରଙ୍କୁ ସୁରକ୍ଷିତ ଭାବରେ ବାହାର କରିଥିଲେ ।
ଭୁଶୁଡିଲା ସ୍କୁଲ ଛାତ ; ଦବି ରହିଛନ୍ତି ୬୫ ଛାତ୍ର
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







