ଢେଙ୍କାନାଳ : ପ୍ରେମିକାକୁ ଦେଖା କରିବାକୁ ଯାଇଥିବା ବେଳେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ପାଚେରୀ ଡେଇଁ ଘରକୁ ପ୍ରବେଶ କରିବା ବେଳେ କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା ସୂଚନା ରହିଛି । ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣାଘଟିଛି । ମୃତକ ହେଲେ ସିମିଳିଆ ଗାଁର । ପ୍ରେମିକା ଘର ଲୋକେ ଜିଲ୍ଲା ହସ୍ପିଟାଲ ନେବା ପରେ ମୃତ ଘୋଷଣା କଲେ ଡାକ୍ତର । କରେଣ୍ଟ ନୁହେଁ ଯୁବକଙ୍କୁ ହତ୍ୟା କରାଯାିଥିବା ପରିବାରର ଅଭିଯୋଗ ହୋଇଛି ।
Views: 38