The Ultimate Managed Hosting Platform
ADVERTISEMENT

ଦେବଗଡରେ ମହାବଳ ଆତଙ୍କ

Facebook
Twitter
LinkedIn

ଦେବଗଡ : ଦେବଗଡ ରିଆମାଳ ରେଞ୍ଜରେ ମହାବଳ ବାଘର ଆତଙ୍କ । ବାବାଜୀ ମଠ ଗାଁ ନିକଟ ଝାରମୁଣ୍ଡା ଜଙ୍ଗଲରେ ବାଘ ପାଦ ଚିହ୍ନ ଠାବ ହୋଇଛି । ଫଲରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ । ପାଦ ଚିହ୍ନର ନମୁନା ସଂଗ୍ରହ କରି ବିଶେଷଜ୍ଞ ଟିମର ଯାଞ୍ଚା ବାଘକୁ ଠାବ କରିବା ପାଇଁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇଲା ବନ ବିଭାଗ । ଏ ନେଇ ସତର୍କ ରହିବାକୁ ମାଇକ ଯୋଗେ ବନବିଭାଗର ପ୍ରଚାର କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login