ନୂଆଦିଲ୍ଲୀ : ଜଣେ ଗୁରୁତର ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ପେଟରୁ ଡର୍ଜନ ଚାମଚ,ଟୁଥ୍ ବ୍ରସ,ଓ କଲମ ବାହାର କରାଯାଇଛି ।ଏହି ବ୍ୟକ୍ତିଙ୍କ ନାମ ହେଉଛି ସଚିନ । ସେ ନିଶାର ଆକ୍ରାନ୍ତ ଥିଲେ । ଯାହା ଫଳର ତାଙ୍କ ପରିବାର ଲୋକେ ତାଙ୍କୁ ନିଶା କେନ୍ଦ୍ରକୁ ପଠାଇ ଦେଇଥିଲେ । ଏଦି ଘଟଣାର ସେ ରାଗି ଯାଇ ଷ୍ଟିଲ ଚାମଚ,ଟୁଥ ବ୍ରସ ଏବଂକଲମ ଖାଇବା ଆରମ୍ଭ କରି ଦେଇଥିଲେ । କିଛି ଦିନ ପରେ ସଚିନଙ୍କ ଦହ ଖରାପ ହୋଇ ଯାଇଥିଲା । ଯାହା ଦ୍ୱାରା ତାଙ୍କୁ ଅସ୍ତ୍ରପଚାର କରିବାକୁ ପଡିଥିଲା ।ସତ ଜାଣିବା ପରେ ଡାକ୍ତର ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ଶେଷରେ ଅସ୍ତ୍ରାପଚାର କରି ତାଙ୍କ ପେଟରୁ ଏହି ସବୁ ସାମଗ୍ରୀ ବାହାର କରାଯାଇଥିଲା ।ଡାକ୍ତରଙ୍କ ଏକ ଟିମ ସଚିନଙ୍କ ପେଟ ଭିତରୁ ୨୯ ଟି ଷ୍ଟିଲ ଚାମଚ,୧୯ ଟି ଟୁଥ୍ ବ୍ରସ,ଏବଂ ୨ ଟି କଲମ ବାହାର କରି ବାରେ ସଫଳ ହୋଇଥିଲେ ।ଡାକ୍ତରଙ୍କ ସୂଚନା ଅନୁସାରେ ସଚିନ ଏବେ ସୁସ୍ଥ ଅଛନ୍ତି । ସାଧାରଣତଃ ମାନସୀକ ବିକାର ଗସ୍ତ ରୋଗୀଙ୍କ ଠାର ଏଭଳି ଲକ୍ଷଣ ଦଖାଯାଇଥାଏ । ସୁସ୍ଥତା ପରେ ସଚିନଙ୍କୁ ତାଙ୍କ ଘରକୁ ପଠାଇ ଦିଆ ଯାଇଛି ।
ଡାକ୍ତର ହେଲେ ଆଶ୍ଚର୍ଯ୍ୟ; ରୋଗୀଙ୍କ ପେଟରୁ ବାହାରିଲା ୨୯ ଷ୍ଟିଲ ଚାମଚ, ୧୯ ଟୁଥବ୍ରସ ଏବଂ ୨ଟି କଲମ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











