ଭୁବନେଶ୍ୱର : ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁ ନିର୍ବାଚନ ଇନଚାର୍ଜ ଦାୟିତ୍ୱ । ପୂର୍ବରୁ ଦିଲ୍ଲୀର ସଂଗଠନ ଓ ନିର୍ବାଚନ ଇନଚାର୍ଜ ଥିଲେ ବୈଜୟନ୍ତ । ଆସାମ ଓ ୟୁପିରେ ସଂଗଠନ ଇନଚାର୍ଜ ଭାବେ ଦାୟିତ୍ୱ ତୁଲାଇଥିଲେ ବୈଜୟନ୍ତ । ଧର୍ମେନ୍ଦ୍ର ପ୍ରଧାନ ହେଲେ ବିହାର ନିର୍ବାଚନ ପ୍ରଭାରୀ । ଭୂପେନ୍ଦ୍ର ଯାଦବ ହେଲେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଭାରୀ । ଆସନ୍ତା ନଭେମ୍ବର ସୁଦ୍ଧା ହୋିପାରେ ବିହାର ନିର୍ବାଚନ । ଆସନ୍ତା ମାର୍ଚ୍ଚ ବେଳକୁ ପଶ୍ଚିମବଙ୍ଗ ନିର୍ବାଚନ । ଆସନ୍ତା ବର୍ଷ ଏପ୍ରିଲ –ମେ ବେଳକୁ ତାମିଲନାଡୁ ନିର୍ବାଚନ ।
Views: 57