The Ultimate Managed Hosting Platform
ADVERTISEMENT

ଶିଶୁର ମୃତ୍ୟୁ ; ହସ୍ପିଟାଲରେ ଉତ୍ତେଜନା

Facebook
Twitter
LinkedIn

ନୟାଗଡ : ଶିଶୁପୁତ୍ରର ମୃତ୍ୟୁ ନେଇ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଉତ୍ତେଜନା । ଚିକିତ୍ସା ଅବହେଳାକୁ ଦାୟୀ କରି ହସ୍ପିଟାଲରେ ପାଟିତୁଣ୍ଡ । ମେଡିକାଲରେ ତାଲା ପକାଇବା ବେଳେ ପୋଲିସ ସହ ମୁହାଁମୁହିଁ । ମୃତ ଶିଶୁକୁ ହସ୍ପିଟାଲରେ ମାଆ ଓ ପରିବାର ଲୋକଙ୍କ ଧାରଣା । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଉତରାପୁର ଗାଁର ଜିତେନ୍ଦ୍ର ଦଳେଇଙ୍କ ଅଢ଼େଇ ମାସର ଶିଶୁ ଅନ୍ୟତ୍ର ପୋଲିଓ ଟିକା ନେବା ପରେ ଅସୁସ୍ଥ ହୋଇପଡିଥିଲା।
ଗତକାଲି ରାତିରେ ସଂପର୍କୀୟମାନେ ତାକୁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଆଣିଥିଲେ । ହେଲେ ଶିଶୁ ସୁସ୍ଥ ଅଛି କହି ଡାକ୍ତର ଫେରାଇ ଦେଇଥିଲେ । ପରେ ସକାଳୁ ଅସୁସ୍ଥ ହୋଇପଡ଼ିଥିଲା ଶିଶୁ ପୁତ୍ର । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାର ପ୍ରତିବାଦରେ ମେଡିକାଲ ଗେଟରେ ତାଲା ପକାଇ ପ୍ରତିବାଦ ବେଳେ ପୋଲିସ -ଶିଶୁପୁତ୍ରର ସମ୍ପର୍କୀୟ ମୁହାଁମୁହିଁ ହୋଇଥିଲେ । ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଆନ୍ଦୋଳନକାରୀ ଦାବି କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login