ବାଲେଶ୍ୱର : ଇତିହାସ ରଚିଲା ଡିଆରଡିଓ । ଟ୍ରେନରୁ ଉତକ୍ଷେପଣ ହେଲା ‘ଅଗ’୍ନି । ପ୍ରଥମ ଥର ଟ୍ରେନରୁ ଉତକ୍ଷେପଣ ହେଲା ମିଜାଇଲ ଅଗ୍ନି ପ୍ରାଇମ । ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିଜାଇଲ ଅଗ୍ନି ପ୍ରାଇମର ସଫଳ ଉତ କ୍ଷେପଣ । ରେଳ ଆଧାରିତ ମୋବାଇଲ ଲଞ୍ଚରରୁ ହେଲା ଉତକ୍ଷେପଣ । ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ୪୦ ସମୟରେ ହୋଇଛି ଉତ୍ କ୍ଷେପଣ । ଧାମରାର ଅବଦୁଲ କଲାମ ଦ୍ଵିପରୁ ସଫଳ ଉତକ୍ଷେପଣ ହୋଇଥିଲା । ଏହି ସଫଳ ଉଡ଼ାଣ ପରୀକ୍ଷଣ ଭାରତକୁ ସେହି ବଛା ବଛା ରାଷ୍ଟ୍ରମାନଙ୍କ ମଧ୍ୟରେ ସ୍ଥାନିତ କରିଛି ଯେଉଁମାନେ ମୋବାଇଲ୍ ରେଳ ନେଟୱାର୍କରୁ ଏକ କ୍ୟାନିଷ୍ଟରାଇଜ୍ଡ୍ ଲଞ୍ଚ୍ ସିଷ୍ଟମ୍ ଭାବେ ବିକଶିତ ।”
Views: 40