The Ultimate Managed Hosting Platform
ADVERTISEMENT

ମାଛ ତରକାରୀ ଖାଇ ମୃତ୍ୟୁ !

Facebook
Twitter
LinkedIn

ବାସୁଦେବପୁର : ରାତ୍ରୀ ଭୋଜନ ପରେ ପ୍ରବଳ ବାନ୍ତି । ଶିଶୁପୁତ୍ରର ଚାଲିଗଲା ଜୀବନ । ବରଣ୍ଡୁଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ପରିବାରର ଆଉ ୩ ଜଣ ଅସୁସ୍ଥ ହୋଇଛନ୍ତି ।୩ ବର୍ଷର ଶିଶୁ ପୁତ୍ରର ଜୀବନ ଯାଇଥିବା ବେଳେ ଯାଆଁଳା ଭାଇ, ମାଆ ଓ ଭଉଣୀ ଅସୁସ୍ଥ । କାଲି ମାଛ ତରକାରୀ ଖାଇବା ପରେ ପ୍ରବଳ ବାନ୍ତି ହୋଇଥିଲା । କାଲି ରାତିରେ ଓ ଆଜି ସକାଳେ ବାନ୍ତି ପରେ ହସ୍ପିଟାଲ ଆସିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login