The Ultimate Managed Hosting Platform
ADVERTISEMENT

ପ୍ରଥମ ବିଜୟ ଲକ୍ଷ୍ୟରେ ଟିମ୍ ଜାଡେଜା

Facebook
Twitter
LinkedIn

ଚଳିତ ଆଇପିଏଲ୍‌ର ୧୧ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ । ଏହି ମ୍ୟାଚ୍‌କୁ ନେଇ ଦର୍ଶକ ମହଲରେ ଉତ୍ସାହ ଦ୍ୱିଗୁଣା ହୋଇ ଯାଇଛି । ଡିଫେଣ୍ଡିଂ ଚାମ୍ପିଅନ୍‌ ସୁପରକିଙ୍ଗ୍‌ସ ପ୍ରଥମ ୨ଟି ମ୍ୟାଚ୍‌ ପରାଜିତ ହୋଇ ସାରିଛି । ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଓ ଦ୍ୱିତୀୟ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଠାରୁ ପରାଜିତ ହୋଇଥିଲା ।

ଅନ୍ୟ ପଟରେ ପଞ୍ଜାବ କିଙ୍ଗ୍‌ସ ଚିତ୍ତାକର୍ଷକ ବିଜୟ ସହ ସିଜନ ଆରମ୍ଭ କରିଥିଲେ ହେଁ ଦ୍ୱିତୀୟ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଠାରୁ ପରାଜିତ ହୋଇଥିଲା । ବିଜୟକୁ ଫେରିବା ପାଇଁ ଦଳ ବ୍ୟାକୁଳ । ତେବେ ଏହା ପୂର୍ବରୁ ଛୋଟ ମୋଟ୍‌ ତ୍ରୁଟି ସୁଧାରିବା ଜରୁରୀ । ବିଶେଷ କରି ବ୍ୟାଟିଂ ବିଭାଗକୁ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ । ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login