The Ultimate Managed Hosting Platform
ADVERTISEMENT

ଟ୍ୟାକ୍ସି ଡ୍ରାଇଭରଙ୍କୁ ମାରି ଫିଙ୍ଗିଦେଲେ !

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ଟ୍ୟାକ୍ସି ଡ୍ରାଇଭରଙ୍କୁ ବୀଭତ୍ସ ହତ୍ୟା । ଚନ୍ଦକା –ବାରଙ୍ଗ ରାସ୍ତାର ଏକ ହୋଟେଲ ନିକଟ ଜଙ୍ଗଲରୁ ମୃତଦେହ ଉଦ୍ଧାର । ଗତ ୧୫ ତାରିଖରୁ ନିଖୋଜ ଥିଲେ ଟ୍ୟାକ୍ସି ଡ୍ରାଇଭର । ଏ ନେଇ ବଡଗଡ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ମୃତକ ହେଲେ ଭୁବନେଶ୍ବର ଶିଶୁପାଳଗଡ଼ର ବିଦ୍ୟାଧର ସାହୁ । ତିନି ଦିନ ପୂର୍ବେ ଭୁବନେଶ୍ବରରୁ ସେ ନିଖୋଜ ହୋଇଥିଲେ। ପରେ ଅପହରଣକାରୀ ଟଙ୍କା ଡିମାଣ୍ଡ କରିଥିଲେ। ମୁଣ୍ଡ ଜାମିନ ପାଇଁ ଟଙ୍କା ଡିମାଣ୍ଡ କରି ହତ୍ୟା କରାଯାଇଥିବା ମୃତକଙ୍କ ମାମୁଁ ଅଭିଯୋଗ ଆଣିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login